ଦିଲ୍ଲୀରେ ଅନ୍ନଦାତାଙ୍କ ଅରାଜକତା: ଦୋଷ ଖସାଇଲେ ଚାଷୀ ସଂଗଠନ, ଅସନ୍ତୋଷ ଝାଡ଼ିଲେ ବିରୋଧୀ

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଗତକାଲି ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାତ୍ମକ ପରିସ୍ଥିତି ସାମୟିକ ଭାବେ ଆୟତ୍ତାଧୀନ ହୋଇ ପଡ଼ିବା ପରେ ଏହାକୁ କେନ୍ଦ୍ରକରି ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏହି ଅଘଟଣ ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଦେଶର ଅନ୍ନଦାତାମାନଙ୍କ ଉପରେ ଯାହା ଅତ୍ୟାଚାର କଲେ … Continue reading ଦିଲ୍ଲୀରେ ଅନ୍ନଦାତାଙ୍କ ଅରାଜକତା: ଦୋଷ ଖସାଇଲେ ଚାଷୀ ସଂଗଠନ, ଅସନ୍ତୋଷ ଝାଡ଼ିଲେ ବିରୋଧୀ